କାହିଁକି ରାସ୍ତା ସମ୍ପ୍ରସାରଣ ନାଁରେ ଗଛ ବଳି ? କାଟିଦେଲେ ଆଉ ୪୦୦

ଚନ୍ଦ୍ରଶେଖରପୁର : ରାସ୍ତା ସମ୍ପ୍ରସାରଣ ପାଇଁ ଉତ୍କଳ ହସ୍ପିଟାଲରୁ ଓଇଆର୍‌ସି ପର୍ଯ୍ୟନ୍ତ ରାସ୍ତା ମେଡିଆନ୍‌ରେ ଥିବା ଗଛ ବଳି ଜାରି ରହିଛି। ଗତ ସପ୍ତାହରେ ହଜାରେ ଗଛ କାଟିଥିଲେ। ଆଉ ଏବେ ୪୦୦ ଗଛ କାଟି ଦେଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଶୈଳଶ୍ରୀବିହାର ଆଡ଼କୁ ଯାଇଥିବା ଉକ୍ତ ରାସ୍ତାର ୪୦୦ ମିଟର ମଧ୍ୟରେ ଥିବା ଗଛ କଟାଯାଇଛି। ଗଛକୁ ସୁରକ୍ଷା ଦେଉଥିବା ତାର ବାଡ଼ଗୁଡ଼ିକୁ ଶନିବାର ହଟାଇବା ପରେ … Continue reading କାହିଁକି ରାସ୍ତା ସମ୍ପ୍ରସାରଣ ନାଁରେ ଗଛ ବଳି ? କାଟିଦେଲେ ଆଉ ୪୦୦